ଏଣିକି ସପ୍ତାହକୁ ୫ଦିନ କରିବେ କାମ : ଦୁଇ ଦିନ ମିଳିବ ଛୁଟି

ଇମ୍ଫାଲ: ଏଣିକି ୫ଦିନ ହେବ କାର୍ଯ୍ୟଦିବସ। ସୋମବାରରୁ ଶୁକ୍ରବାର କାମ କରି ଶନିବାର ଓ ରବିବାର ଛୁଟି ପାଇବେ କର୍ମଚାରୀ। ତେବେ ଏହି ନିୟମ ସମଗ୍ର ଭାରତରେ ନୁହେଁ ବରଂ କେବଳ ମଣିପୁରରେ ଲାଗୁ ହେବ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୨ରେ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ବିଷୟରେ ଘୋଷଣା କରି ମଣିପୁରର ରାଜ୍ୟପାଳ ଏହି ଘୋଷଣା କରିଛନ୍ତି। ତାଙ୍କ କାର୍ଯ୍ୟାଳୟ … Continue reading ଏଣିକି ସପ୍ତାହକୁ ୫ଦିନ କରିବେ କାମ : ଦୁଇ ଦିନ ମିଳିବ ଛୁଟି